ଲୋକ ହେଲେ ହନ୍ତସନ୍ତ ପର ଘରେ ଆଶ୍ରୟ

ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩ ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ୱ ସର୍କଲ ଗନ୍ଧାପାଳ ମୌଜାର ଦାଦନ ଶ୍ରମିକ ରମେଶ ବାରିକଙ୍କ ପରିବାର ଏବେ ତାଙ୍କ ବଡଭାଇଙ୍କ ଘରେ ଆଶ୍ରୟ ନେଇଛନ୍ତି | ଛଣଛପର ନଷ୍ଟ ହେବ ପରେ ଗତକାଲି ରାତି ଘରର କାନ୍ଥ ଗଳିପଡିଲା | ହେଲେ ଘରେ ଥିବା ଆସବାବପତ୍ର ଓ ଖାଦ୍ୟ ପଦାର୍ଥ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଲୋକେ କହିଛନ୍ତି | ଗତକାଲି ରାତିରେ ପରିବାର ଲୋକେ ତାଙ୍କ … Continue reading ଲୋକ ହେଲେ ହନ୍ତସନ୍ତ ପର ଘରେ ଆଶ୍ରୟ